ଯାଠି
ଯାଠି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -(ସଂସ୍କୃତ - ଯଷ୍ଟି)
ସମ୍ପାଦନା- ୧. ପୁରାଣ ବର୍ଣ୍ଣିତ ଯୁଦ୍ଧାସ୍ତ୍ର ବିଶେଷ — ୧. A weapon of offence mentioned in the Oriya Purāṇas.
- ୨. ଲୌହ ଯଷ୍ଟି — ୨. An iron rod used as weapon of offence.
ପ୍ରାଦେଶିକ - (ଜୟପୁର) ବିଶେଷ୍ୟ -
ସମ୍ପାଦନାଗାନ୍ଦିକା (ଦେଖ) - Gāndikā (See)