ଯାଚକ
ଯାଚକ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
(ଯାଚକୀ—ସ୍ତ୍ରୀ—ବି)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଯାଚ ଧାତୁ=ଯାଚଞା କରିବା+କର୍ତ୍ତ. ଅକ) ସମ୍ପାଦନା
- ୧. ଭିକ୍ଷାକାରୀ —୧. Asking.
- ୨. ପ୍ରାର୍ଥନାକାରୀ —୨. Requesting; supplicating.
ବିଶେଷ୍ୟ - ସମ୍ପାଦନା
- ୧. ଭିକ୍ଷୁକ —୧. Beggar; mendicant.
- ୨. ଦରଖାସ୍ତକାରୀ ବ୍ୟକ୍ତି — ୨. Petitioner.
- ୩. କୌଣସି କନ୍ୟାର ପାଣିଗ୍ରହଣାର୍ଥ ପ୍ରାର୍ଥୟିତା ବ୍ୟକ୍ତି —୩. A suitor for the hands of a girl.
ଦେଶଜ - ବିଶେଷ୍ୟ - ସମ୍ପାଦନା
ମରହଟ୍ଟା ବ୍ରାହ୍ମଣଙ୍କର ବଂଶୋ— ପାଧିବିଶେଷ —A family title of Marhatta Brāmaṇas.
ପ୍ରାଦେଶିକ - (ସମ୍ୱଲପୁର) ବି—ଗଉଡ଼ ସମ୍ପାଦନା
ସମ୍ବଲପୁରିଅ ଗୌଡ ମାନଙ୍କର ଶ୍ରେଣୀଭେଦ —A sub-caste of the gauda in Sambalpur.