ଯାଏ
ଯାଏ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ବିପରୀତ—ବେଜାଏ)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - . (କଚିରିଆ) (ଫାରାସୀ - ଜାୟ=ବିବରଣ)
ସମ୍ପାଦନା- ୧. ତପସିଲ; ବିବରଣ —୧. Schedule; statement.
- ୨. ହିସାବ ମୁକାବିଲା କରିବା ସମୟରେ ମୁକାବିଲା ହୋଇଯିବା ଅଙ୍କଗୁଡ଼ିକ ନିକଟରେ ଦେବା< ଚିହ୍ନ —୨. A mark such as '/?/' or '/?/' put while examining accounts, against each item indicating that it has been considered or compared or dealt with.
- ୩. (ଫାରାସୀ - ଜାୟଦାଦ୍) ସମ୍ପତ୍ତି; ଧନ —୩. Property.
- ୪. (ଫାରାସୀ - ଜା=ନ୍ୟାୟ) ନ୍ୟାୟସଙ୍ଗତ କାର୍ଯ୍ୟ —୪. Right or proper act.
ବୈଦେବିଶେଷଣ -
ସମ୍ପାଦନା- ୧. ନ୍ୟାୟସଙ୍ଗତ —୧. Legal.
- ୨. ଶୁଦ୍ଧ — ୨. Coreect; right.
- ୩. ଉଚିତ —୩. Proper.
=== ଦେଶଜ - ଅ (ସଂସ୍କୃତ - ଯାବତ୍)
(ସମୟ ବା ସ୍ଥାନ ବା ବ୍ୟକ୍ତି) ଯାକେ; ପର୍ଯ୍ୟନ୍ତ —Till upto (a place or time or person).
(ଉ—ପୂରିଅଛି ତୋର ପ୍ରପଦୁଁ ଚିକୁରପାଶ ଯାଏ ସୁଧା ଝରରେ କବିସୂର୍ଯ୍ୟ ସଙ୍ଗୀତ)
[ଦ୍ରଷ୍ଟବ୍ୟ —ଯାଏ ଶବ୍ଦ ପୂର୍ବରେ ସେ, ଏ ତାହା, ଏହ, ଏଥି ମୋ ଇତ୍ୟାଦି ସର୍ବନାମ ପଦ ମଧ୍ୟ ଲାଗେ ଯଥା— ସେ ଯାଏ—ସେ ସମୟ ବା ସ୍ଥାନ ପର୍ଯ୍ୟନ୍ତ ଏ ଯାଏ—ଏ ସମୟ ବା ସ୍ଥାନ ପର୍ଯ୍ୟନ୍ତ ଯେଉଁ ଯାଏଁ—ଯେଉଁ ସ୍ଥାନ ବା ସମୟ ପର୍ଯ୍ୟନ୍ତ ମୋ ଯାଏ—ମୋ ପର୍ଯ୍ୟନ୍ତ ମୋ ନିକଟ]
[ଉ—ବାପୀ ଖୋଳା ହେବ ସେ ଯାଏ ଯେ ଯାଏ କଳସୁଁ ଜଡ଼ିବ ନୀର—ରାଧାକାଥ ପାର୍ବତୀ]
ଦେଶଜ - କ୍ରିୟା (ଯିବା କ୍ରିୟାର ନିତ୍ୟ ପ୍ରବୃତ୍ତି ବର୍ତ୍ତମାନ କାଳ, ତୃତୀୟ ପୁରୁଷ ଅନାଦରାର୍ଥକ, ଏକବଚନ ରୂପ)
ସମ୍ପାଦନା(ସେ) ଗମନ କରେ —(he) Goes.