ଯହିଁ ତହିଁ
ଯହିଁ ତହିଁ
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଲରିଆ) ସର୍ବ.
ସମ୍ପାଦନାଯହିଁ ତହିଁ (ଦେଖ) - J̄ahiñ tahiñ (See)
ଯହିଁ ତହିଁ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଯହିଁ ତହିଁ
|
ଦେଶଜ - ସର୍ବ.
ସମ୍ପାଦନା- ୧. ଯାହିଁ ତାହିଁ; ଯେଉଁ ଇଚ୍ଛା ସେହି ସ୍ଥାନରେ; ସ୍ଥାନ ନିର୍ବିଶେଷରେ; ଯାହା ତାହାଁ —Wheresoever; in any place whatsoever.
[ଉ—ଯାଅ ମନ ତୁମ୍ଭ ହୋଇଛି ଯହିଁ ତହିଁ କୃଷ୍ଣସିଂହ. ମହାଭାରତ. ବନା]
- ୨. ସ୍ଥାନାସ୍ଥାନ ବିଚାର ନ କରି —୨. Without consideration of the fitness or otherwise of a place.
[ଯଥା—ସେ ଯହିଁ ତହିଁ ଖାଇ ଦେଉଛ]