ଯହିଁ
ଯହିଁ
ଉଚ୍ଚାରଣ
ସମ୍ପାଦନା(ଆପେକ୍ଷିକ ଶବ୍ଦ—ତହିଁ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ସର୍ବ—(ସଂସ୍କୃତ - ଯତ୍ରହି; ପ୍ରା. ଯହି)
ସମ୍ପାଦନା(ଏହାର ଆପେକ୍ଷିକ ଶବ ତହିଁ) ===
- ୧. ଯେଉଁଠାରେ; ଯାହାଁ; ଯାହିଁ —୧. Where.
- ୨. ଯାହା ଉପରେ — ୨. On which; on whom.
[ଉ—ଗଛର ଛାଇ, ମଣିଷ ହାଇ, ଯହିଁ ପଡ଼େ ତହିଁ ମିଳେଇ ଯାଇ ଢଗ]
- ୩. ଯେଉଁ ବିଷୟରେ — ୩. In which matter.
[ଦ୍ରଷ୍ଟବ୍ୟ —ଯଦ୍ ଶବ୍ଦର ଓଡ଼ିଆ ପ୍ରଥମା ବିଭକ୍ତି ଏକ ବଚନରେ ଯେ (ବ୍ୟକ୍ତି) ଓ ଯାହା (ବସ୍ତୁ, ବିଷୟ) ହୁଏ ଓ ସପ୍ତମୀ ବିଭକ୍ତି ୧ ବଚନରେ ଯହିଁ, ଯହିଁରେ ହୁଏ 'ଯହିଁ' ଆକାର ପ୍ରଥମା ବିଭକ୍ତି ୧ବଚନରେ ବ୍ୟବହୃତ ହୁଏ ନାହିଁ କିନ୍ତୁ ଯହିଁ ଶବ୍ଦ ସଙ୍ଗେ ୨ୟା ବିଭକ୍ତିର 'କି, କୁ', ୩ୟା ବିଭକ୍ତିରେ 'ଦ୍ୱାରା', ୫ମୀ ବିଭକ୍ତିରେ 'ରୁ' ୬ଷ୍ଠୀରେ 'ର' ଓ ୭ମୀରେ 'ରେ' ଯୁକ୍ତ ହୁଏ 'ଯହିଁ' ଶବ୍ଦ ସଙ୍ଗେ 'ପାଇଁ, ନିମନ୍ତେ, ଯୋଗୁଁ ଆଦି ମଧ୍ୟ ଯୁକ୍ତ ହୁଏ]