ଯଶସ୍ୱୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଶସ୍ୱିନୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଯଶସ୍+ଅସ୍ତ୍ୟର୍ଥେ. ବିନ୍; ୧ମା. ୧ବ) ସମ୍ପାଦନା

ବିଖ୍ୟାତ; କୀର୍ତ୍ତିଶାଳୀ —Renowned; famous.