ଯନ୍ତ୍ର କରିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - କ୍ରି.

ସମ୍ପାଦନା
୧. ଯନ୍ତ୍ର ନିର୍ମାଣ କରିବା —୧. To prepare a machine or contrivance.
୨. କୌଶଳ ପ୍ରୟୋଗ କରିବା — ୨. To employ a contrivance.
୩. କୌଣସି ବ୍ୟକ୍ତି ବିରୁଦ୍ଧରେ ତାନ୍ତ୍ରିକ ଅଭିଚାର ପ୍ରୟୋଗ କରିବା — ୩. To employ the black art or charm against a person.