ଯଥା ମତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି. ବିଶେଷଣ -(ଅବ୍ୟୟୀଭାବ ସମାସ) ସମ୍ପାଦନା

ଆପଣାର ଜ୍ଞାନ ବା ବୁଦ୍ଧି ଅନୁସାରେ —According to one's wisdom, knowledge or senses

[ଉ—ପୁଣି ହୋଇଲେ ଯଥାମତି, ଆକୁଳେ କୃଷ୍ଣଙ୍କୁ ଖୋଜନ୍ତି ଭୂପତି ପ୍ରେମପଞ୍ଚାମୃତ]