ଯଥା ପୂର୍ବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

୧. ପୂର୍ବପରି; ପୂର୍ବପତ୍ —୧. As of old.
୨. ଆଗ ପରି —୨. As before.
୩. ପୂର୍ବେ ଯେପରି ଘଟିଥିଲା ସେହିପରି —୩. As it took place in the past.
୩. ଯଥା କ୍ରମେ — ୪. In due order or succession (Apte).

ସଂସ୍କୃତ - ବିଶେଷଣ - ସମ୍ପାଦନା

ପୂର୍ବେ ବା ଆଗେ ଥିବା; ପୂର୍ବବର୍ତ୍ତୀ — Former (Apte).