ଯଥା ନ୍ୟାୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଅବ୍ୟୟୀଭାବ) ସମ୍ପାଦନା

୧. ଯଥାର୍ଥ —୧. True; right.
୨. ନ୍ୟାୟସଙ୍ଗତ —୨. Just; proper.

କ୍ରି.ବିଶେଷଣ - ସମ୍ପାଦନା

ନ୍ୟାୟମାର୍ଗାନୁସାରେ —According to justice; justly; properly.