ଯଥା କଥଞ୍ଚିତ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଥା କଥଂ—ଅନ୍ୟରୂପ)

ସଂସ୍କୃତ - କ୍ରି. ବିଣ—(ଯଥା+କଥଂ+ଚିତ୍) ସମ୍ପାଦନା

୧. ଯେ— କୌଣସି ପ୍ରକାର —୧. Anyhow, somehow or other.
୨. କଷ୍ଟେ ସୃଷ୍ଟେ; ଅତି କଷ୍ଟରେ — ୨. With great difficulty.