ଯଥାସ୍ଥିତ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - କ୍ରି.ବିଶେଷଣ - (ଯଥା+ସ୍ଥିତ)

ସମ୍ପାଦନା
୧. ଯେଉଁଠାରେ ଥିଲା ସେହିଠାରେ; ପୂର୍ବ ସ୍ଥାନରେ —୧. In status quo ante; as it had stood before.
୨. ଯଥାର୍ଥରେ — ୨. Truly.
୩. ଘଟନାନୁସାରେ —୩. According to circumstances.

=== ବିଶେଷଣ -

୧. ପ୍ରକୃତ; ସତ୍ୟ — ୧. True; right.
୨. ଉପଯୁକ୍ତ —୨. Proper fit (Apte).