ଯଥାଯୋଗ୍ୟ

ଉଚ୍ଚାରଣ

ସମ୍ପାଦନା

(ଯଥାଯୁକ୍ତ;ଯଥାଯୋଗ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷଣ -

ସମ୍ପାଦନା

ଯଥୋପଯୁକ୍ତ; ଯାହାକୁ ଯାହା ଉପଯୁକ୍ତ — Proper; suitable to each.

କ୍ରି.ବିଶେଷଣ -

ସମ୍ପାଦନା

ଯାହା ଯାହାକୁ ଉପଯୁକ୍ତ ସେହି ଭାବରେ — As is fit or suitable to each.