ଯଥାଭିମତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଯଥାଭିପ୍ରେତ, ଯଥାଭିଳଷିତ, ଯଥାଭିଷ୍ଟ—ଅନ୍ୟରୂପ

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

ଆପଣା ଇଚ୍ଛାନୁସାରେ —Agreeably to one's wish or desire.

ସଂସ୍କୃତ - ବିଶେଷଣ - ସମ୍ପାଦନା

ଅଭିଳାଷ ଅନୁସାରେ ଘଟିବା —Happening as intended or desired (Apte).