ଯଥାବତ୍
ଯଥାବତ୍
ଉଚ୍ଚାରଣ
ସମ୍ପାଦନାସଂ, କ୍ରି.ବିଶେଷଣ - ଓବିଶେଷଣ - (ଯଥା+ବତ୍)
ସମ୍ପାଦନା- ୧. ଯଥାର୍ଥରୂପେ — ୧. Rightly; truly.
- ୨. ଅବିକଳ — ୨. Correctly; accurately; exactly.
- ୩. ଧାରାବାହିକରୂପେ; ଯେଉଁ ପରି ଘଟିଥିଲା ସେହି ଅନୁସାରେ — ୩. In due order or succession, exactly as events happened.
- ୪. ସମୁଚିତରୂପେ — ୪. Properly; duly.
- ୫. ନିୟମାନୁସାରେ — ୫. As enjoined by rules (Apte).