ଯଥାବକାଶ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଯଥାବସର—ଅନ୍ୟରୂପ)

ସଂସ୍କୃତ - କ୍ରି.ବିଶେଷଣ - ସମ୍ପାଦନା

୧. ସମ୍ଭାଇବାକୁ ସ୍ଥାନ ଥିବା ଅନୁସାରେ — ୧. According to room or space available (Apte).
୨. ଦେଶକାଳ ପାତ୍ରର ସୁଯୋଗ ଅନୁସାରେ —୨. According to occasion; as occasion may occur (Apte).
୩. ଆପଣାର ଅବକାଶ ବା ଫୁରୁସେତ୍ ଅନୁସାରେ —୩. According to leisure (Apte).
୪. ଉପଯୁକ୍ତ ସ୍ଥାନରେ — ୪. In proper place (Apte).