ଯଥାଦିଷ୍ଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ଓ କ୍ରି.ବିଶେଷଣ - (ଯଥା+ଆଦିଷ୍ଟ) ସମ୍ପାଦନା

ଯେଉଁ ପରି ଆଦେଶ ପ୍ରାପ୍ତ ହୋଇଥିଲା ସେହି ପ୍ରକାରେ; ଆଦେଶ ଅନୁସାରେ —As ordered; as directed; conforming to the orders received.