ଯଥାତଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - କ୍ରି. ବିଶେଷଣ - ସମ୍ପାଦନା

୧. ଯେଉଁଠାରେ ଇଚ୍ଛା ସେଠାରେ ୧. Wheresoever, anywhere.
୨. ସ୍ଥାନାସ୍ଥାନ ବିଚାର ନ କରି —୨. Without the least consideration of the proper place or situation; irrespective of the place.
୩. (ଆପେକ୍ଷିକ ଶବ୍ଦ ଦ୍ୱୟରେ ବାକ୍ୟରେ ପ୍ରଯୁକ୍ତ, —ମୁଁ ଯଥା ଶୁଣିଲି ତଥା ଲେଖିଲି) ଯେଉଁ ପରି—ସେହିପରି — ୩. AsX X so

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଯେ କୌଣସି ପ୍ରକାରେ —Any how.

(ଯଥା—ବରବିଦାକି ଯଥାତଥା ହୋଇଗଲା)