ଯଥାତଥା
ଯଥାତଥା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - କ୍ରି. ବିଶେଷଣ -
ସମ୍ପାଦନା- ୧. ଯେଉଁଠାରେ ଇଚ୍ଛା ସେଠାରେ ୧. Wheresoever, anywhere.
- ୨. ସ୍ଥାନାସ୍ଥାନ ବିଚାର ନ କରି —୨. Without the least consideration of the proper place or situation; irrespective of the place.
- ୩. (ଆପେକ୍ଷିକ ଶବ୍ଦ ଦ୍ୱୟରେ ବାକ୍ୟରେ ପ୍ରଯୁକ୍ତ, —ମୁଁ ଯଥା ଶୁଣିଲି ତଥା ଲେଖିଲି) ଯେଉଁ ପରି—ସେହିପରି — ୩. AsX X so
ଦେଶଜ - କ୍ରି.ବିଶେଷଣ -
ସମ୍ପାଦନାଯେ କୌଣସି ପ୍ରକାରେ —Any how.
(ଯଥା—ବରବିଦାକି ଯଥାତଥା ହୋଇଗଲା)