ଯତ ଚିତ୍ତ
ଯତ ମାନସ—ଅନ୍ୟରୂପ
ଯତ ଚିତ୍ତା, ଯତ ମାନସା—ସ୍ତ୍ରୀ
ଯେ ଆପଣାର ଚିତ୍ତକୁ ସଯତ ବା ବଶୀଭୂତ କରିଅଛି —One who has controlled mind or feelings; subdued in mind.