ଯତ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ଅ—(ଯଦ୍+ସ୍ଥାନାଧିକରଣ ତ୍ର) ସମ୍ପାଦନା

୧. ଯେଉଁଠାରେ; ଯହିଁ —୧. Where; whither.
୨. ଯେଉଁ ବିଷୟରେ —୨. In which matter; in which subject.

[ଉ—ଏହାର ସଂଯୋଗୀ ଶବ୍ଦ ତତ୍ର]