ଯଜ୍ଞ ପଶୁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ, ଲୋ ବା ୪ର୍ଥୀ ତତ୍) ସମ୍ପାଦନା

୧. ଯଜ୍ଞରେ ବଳି ଦିଆଯିବା ପଶୁ —୧. A victim of a sacrifice; a sacrificial victim.
୨. ଘୋଡ଼ା —୨. A horse.
୩. ଛାଗ —୩. A goat.