ଯଜ୍ଞକାଳ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ)

ସମ୍ପାଦନା
୧. ଯଜ୍ଞାଦି ପାଇଁ ଶାସ୍ତ୍ରନିର୍ଦ୍ଦିଷ୍ଟ ସମୟ —୧. proper time fixed for perfomance of J̄ajn̄as.
୨. ଅମାବାସ୍ୟା ଓ ପୌର୍ଣ୍ଣମାସୀ —୨. The last lunar day of every fortnight; the new moon and the full-moon day (Apte)