ଯଜି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ଯଜ୍ ଧାତୁ+କର୍ତ୍ତୃ. ଇ) ସମ୍ପାଦନା

୧. ଯଷ୍ଟା; ଯାଗକାରୀ ବ୍ୟକ୍ତି —୧. Performer of sacrifice; a sacrificer.
୨. (+ଭାବ. ଇ)—ଯଜ୍ଞ କର୍ମ —୨. The act of sacrificing.
୩. (+କରଣ. ଇ)—ଯାଗ ୩. A sacrifice.