ଯଛ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ଯଶଃ) ସମ୍ପାଦନା

୧. ଯଶଃ; କୀର୍ତ୍ତି —୧. Renown.
୨. ସୁଖ୍ୟାତି; ସୁନାମ —୨. Good reputation.
୩. ବାହାଦୁରୀ; ପ୍ରଶଂସା — ୩. praise.