ଯକ୍ଷରାତ୍ରୀ
କାର୍ତ୍ତିକ ପୂର୍ଣ୍ଣମାର ରାତ୍ରି —The night of the fullmoon of the month of Kārttika.
[ଦ୍ରଷ୍ଟବ୍ୟ —ଏହି ରାତ୍ରିରେ ଯକ୍ଷମାନ ପୃଥିବୀର ଇତସ୍ତତଃ ବିଚରଣ କରିବା ଶାସ୍ତ୍ରରେ ଲେଖାଅଛି ]