ଯକୃତ
ଯକୃତ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବି—[ସଂସ୍କୃତ - ଯକୃତ୍]
ସମ୍ପାଦନାଯକୃତ୍ (ଦେଖ) - J̄akṛut (See)
[ଦ୍ରଷ୍ଟବ୍ୟ —ଅଧୁନିକ ପାଶ୍ଚାତ୍ୟ ଚିକିତ୍ସା ବିଜ୍ଞାନରେ ଯକୃତ୍ ସମ୍ୱନ୍ଧୀୟ ବିଭିନ୍ନ ଅଂଶ ଓ ରୋଗମାନଙ୍କର ଇଂରାଜି ବା ଲିଟିନ୍ ନାମମାନଙ୍କର ଶାବ୍ଦିକ ଅନୁବାଦମାନ ବଙ୍ଗଭାଷାରେ ଚଳୁଅଛି ଓ ତଦନୁସାରେ ଏମାନ ଓଡ଼ିଆ ଭାଷରେ ମଧ୍ୟ ଚଳିବାର ଆଶା କରାଯାଏ]