ଯଅ
ଯଅ
ଉଚ୍ଚାରଣ
ସମ୍ପାଦନା(ଯ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ ଯବ, ଯବକ, ପ୍ରା, ଯଅ)
ସମ୍ପାଦନା- ୧. ଯବଧାନ୍ୟ —୧. Barley; Hordeum vulgare (Haines).
- ୨. ଯବ ପରି— ମିତ ଲମ୍ୱ; ଏକ ଇଞ୍ଚର ୧/୪ —୨. A standard of length; ୧/୪ of an inch.
===ପ୍ରାଦେଶିକ - (ପୁରୀଜିଲ୍ଲା)କ୍ରିୟାପଦ -
(ଯିବା ଧାତୁର ଅନୁଜ୍ଞା) (ତୁମ୍ଭେ ବା ତୁମ୍ଭେମାନେ) —ଯାଅ —(Ye or you) Go (in imperative mood).
[ଦ୍ରଷ୍ଟବ୍ୟ —ଓଡ଼ିଆ ଯିବା ଧାତୁର ଅନୁଜ୍ଞା, ୨ୟ ପୁରୁଷ, ସମ୍ମାନାର୍ଥକ ଏକ ବଚନ ଓ ବହୁବଚନ (ତୁମ୍ଭେ ଓ ତୁମ୍ଭେମାନେ) କର୍ତ୍ତା ସହିତ ବ୍ୟବହୃତ 'ଯାଆ'ର ସଂକ୍ଷିପ୍ତ ଆକାର]