ମ(ତା)ଲ(ବି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

[ମତ(ତା)ଲପି(ବି)ୟା—ଅନ୍ୟରୂପ]

ବୈଦେଶିକ - ବିଶେଷଣ - (ଆରବୀ - ମଲତବୀ) ସମ୍ପାଦନା

୧. ଯାହାର ଅଭିସନ୍ଧି ଅଛି —୧. Having an aim armotive in view.
୨. ସ୍ୱେଚ୍ଛାଚାରୀ; ଖିଆଲୀ —୨. Acting according to one's whims; wayward; whimsical.
୩. ଫନ୍ଦୀବାଜ୍; କୂଟବୁଦ୍ଧିଯୁକ୍ତ; କୌଶଳୀ —୩. Strategist; crafty; designing
୪. ସ୍ୱାର୍ଥପର —୪. Selfish.