ମୟୂର ଗୁଣା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ମୟୂର ବସାଗୁଣା—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଣିଆ ଶବ୍ଦ) ସମ୍ପାଦନା

ସ୍ତ୍ରୀମାନଙ୍କର ଡାହାଣ ନାକ— ପୁଡ଼ାରେ ପିନ୍ଧାଯିବା ଗୁଣା; ଯେଉଁ ଗୁଣା ବିସ୍ତାରିତ ପୁଚ୍ଛ ମୟୂରର ଆକୃତି ପରି ନିର୍ମିତ ହୋଇଥାଏ —A nose ornament representing a dancing pea- cock.