ମୌନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ସଂସ୍କୃତ - ବି—(ମୁନି+ଭାବ ଓ କର୍ମର ଅ) ସମ୍ପାଦନା

୧. ତୂଷ୍ମୀଂଭାବ; କଥା ନ କହିବା; ଅଭାଷଣ —୧. Silence; taciturnity.
୨. ବିଷର୍ଣ୍ଣତା —୨. Sadness; gloominess; melancholy.
୩. ମୁନିବ୍ରତ —୩. The austerities practised by a sage.
୪. ଫାଲ୍ଗୁନ ମାସର ପ୍ରଥମ ପକ୍ଷ(ହିନ୍ଦୀ - ଶ) —୪. The first lunar fortnight of the month of Phālguna.

ଦେଶଜ - ବିଶେଷଣ - (ସଂସ୍କୃତ - ମୌନୀ) ସମ୍ପାଦନା

ମଉନ (ଦେଖ) - — Mauna (See)