ମୋହି ହେବା
ମୋହି ହେବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମୋହି ହେବା
|
ଦେଶଜ - କ୍ରି. (ଅକର୍ମକ)
ସମ୍ପାଦନା- ୧. ମୁଗ୍ଧ ହେବା; ମୋହିତ ହେବା —୧. To be charmed at.
(ଉ— ଏହା ତ ମୂଢ଼ ନ ଜାଣଇ ବିଷ୍ଣୁ ମାୟାରେ ହୋଇ ମୋହି ଜଗନ୍ନାଥ. ଭାଗବତ)
- ୨. ମଥିତ ହେବା; ମନ୍ଥା ହେବା —୨. To be churned.