ମୋହି ହେବା
ମୋହି ହେବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ମୋହି ହେବା
|
ଦେଶଜ - କ୍ରି. (ଅକର୍ମକ) ସମ୍ପାଦନା
- ୧. ମୁଗ୍ଧ ହେବା; ମୋହିତ ହେବା —୧. To be charmed at.
(ଉ— ଏହା ତ ମୂଢ଼ ନ ଜାଣଇ ବିଷ୍ଣୁ ମାୟାରେ ହୋଇ ମୋହି ଜଗନ୍ନାଥ. ଭାଗବତ)
- ୨. ମଥିତ ହେବା; ମନ୍ଥା ହେବା —୨. To be churned.