ମୋହିଁବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. (ସକର୍ମକ) (ସଂସ୍କୃତ - ମଥ୍ ଧାତୁ) ସମ୍ପାଦନା

୧. (ଦଧି, ଦୁଗ୍ଧ ଆଦି ଜଳୀୟ ପଦାର୍ଥକୁ) ମୁହାଁଇବା; ମଥିତ କରିବା — ୧. To agitate (a liquid); to churn
୨. (ସକର୍ମକ) (ସଂସ୍କୃତ - ମୁଖ) (କୌଣସି ବସ୍ତୁ, ସ୍ଥାନ ବା ଜନ୍ତୁର) ଅଭିମୁଖରେ ଗତି କରିବା —୨. To move to wards (Something).
୩. ଆଡ଼କୁ ମୁହଁ କରିବା — ୩. To turn one's face towards; to face.