ମୋହର
ମୋହର
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାମୋହର
|
ଦେଶଜ - ସର୍ବ
ସମ୍ପାଦନାମୋ (ଦେଖ) - — Mo (See)
ବୈଦେଶିକ - ବିଶେଷ୍ୟ - (ଫାରାସୀ - ମୋହର)
ସମ୍ପାଦନା- ୧. ମଉଡ଼;ସ୍ୱର୍ଣ୍ଣମୁଦ୍ରା —୧. Gold coin.
[ଦ୍ରଷ୍ଟବ୍ୟ —ସାଧାରଣତଃ ୧ ମୋହର =ଟ୧୬: /?/]
- ୨. ସିଲ୍; ନାମାଙ୍କିତ ମୁଦ୍ରା —୨. Seal.
- ୩. (ସଂସ୍କୃତ - ମଧୁର) ମହୁର (ଦେଖ) - — ୩. Mahura (see)