ମୋହମାନ
ମୋହମାନ
ଉଚ୍ଚାରଣ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଗୀତର ପ୍ରଥମ ଅକ୍ଷରରେ ମୃଦଙ୍ଗାଦି ବାଦ୍ୟର ତାଳ ଛିଣ୍ଡିବା ବା ବିରାମ ହେବା — ୧. The ceasing or stop of musical cadence on the first letter of a song.
- ୨. (ବହୁ— ବଚନ) ମୋହସକଳ —୨. Delusions.
[ ଉ— ଶୋକ ଲୋଭ ଯେ ମୋହମାନ ମାତ୍ସର୍ଯ୍ୟ ଈର୍ଷା ଅଭିମାନ— ଜଗନ୍ନାଥ. ଭାଗବତ]
ଦେଶଜ - ବିଶେଷଣ - (ସଂସ୍କୃତ - ମୁହ୍ୟମାନ)
ସମ୍ପାଦନା- ୧. ମୋହିତ —୧. Deluded.
[ ଉ— ଯାରେ ଧାତ ମୋହମାନ, ହରଜୟେ ଅଭିମାନ, ସଜୀବ କାମ ବିଧାନ; ସେ ବିଶେଷ୍ୟ - ସମାନ—ଭଞ୍ଜ. ପ୍ରମସୁଧାନିଧି ]
- ୨. ମୁହ୍ୟମାନ (ଦେଖ) - —୨. Muhyamāna (See)
[ଉ— ଯଶୋଦା ଦେଖି ମୋହନ ମୋହମାନ; ଧରଣୀ ପଡ଼ି ହତଜ୍ଞାନ— ଜଗନ୍ନାଥ ଭାଗବତ ]