ମୋଟୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ସ୍ଥୂଳ; ମୋଟା; ପୃଥୁଳ — Thick; stout; fat.

(ଉ— ମନକୁ ମୋଟୁଆ କଲେ କାହିଁରେ ପଶିବ ପ୍ରାଚୀ. ବ୍ରହ୍ମନିରୁପଣ ଗୀତା)