ମୋଟା
ମୋଟା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ସରୁଆ, ପାତଳା, ବାରିକ୍—ବିପରୀତ)
(ମୋଟୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ)—(ସଂସ୍କୃତ - ମୃଷ୍ଟ=ଦୃଷ୍ଟପୁଷ୍ଟ ବ୍ୟକ୍ତି)
ସମ୍ପାଦନା- ୧. ସ୍ଥୂଳ — ୧. Thick.
- ୨. ସ୍ଥୂଳଙ୍ଗ; ସ୍ଥୂଳକାୟ — ୨. Fat; stout; corpulent.
[ଉ— ଏହା ଶୁଣି ସବୁ ସେନାଏ ଗୋଟି ହେଲେ ମୋଟା ଭୀମ ତୁଲେ ଯୁଝିବା ଇଚ୍ଛା କଲେ କୃଷ୍ଣସିଂହ ମହାଭାରତ ଭୀଷ୍ମ]
- ୩. କର୍କଶ —୩. Coarse; rough; harsh;
[ଦ୍ରଷ୍ଟବ୍ୟ — ଖାଇବାକୁ କର୍କଶ, ପିନ୍ଧିବାକୁ କର୍କଶ, ସ୍ପର୍ଶକୁ କର୍କଶ, ଶୁଣିବାକୁ କର୍କଶ, ଏହି ସମସ୍ତ ସ୍ଥଳରେ 'ମୋଟା' ବିଶେଷଣ ପ୍ରଯୁକ୍ତ ହୁଏ]
- ୪. (ତା. 'ମୋଟ୍ଟେ')— ଅତୀକ୍ଷ୍ଣ; ଦାଢ଼ ନ ଥିବା; ଦନ୍ଥରା — ୪. Blunt .
ପ୍ରାଦେଶିକ - ବିଶେଷ୍ୟ -
ସମ୍ପାଦନା- ୧. (ଯାଜପୁର) —ପୋଇ କଖାରୁ ଆଦି ଲତାର ମୂଳ ସ୍ଥାନ —୧. The thick lowermost portion of the stem of creepers like Basella Alba.
- ୨. (ଯାଜପୁର) ବାଉଁଶ ଗଛର ବୁଦା — ୨. Clump of bamboos.
- ୩. (ଗଡ଼ଜାତ)— ଧାନ ଗଛର ବୁଦା —୩. A clump of paddy plant.