ମୋଟର

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ମୋଟର୍)

ସମ୍ପାଦନା

ଜ୍ୱଳନ୍ତ କିରାସିନୀ ତେଲର ବାସ୍ପରୁ ଉତ୍ପନ୍ନ ବିଦ୍ୟୁତ୍ ଶକ୍ତିଦ୍ୱାରା ପରି— ଚାଳିତ ଯାନ — A motor conveyance.

ଦେଶଜ - ବିଶେଷ୍ୟ - . (ସଂସ୍କୃତ - ମୁଣ୍ଡ ଚଣକ)

ସମ୍ପାଦନା

ମଟର, ଶିମ୍ୱାଦି ବର୍ଗର କୃଷିଜାତ ଶସ୍ୟ —Pea.

ବୈଦେଶିକ - ବିଶେଷ୍ୟ -

ସମ୍ପାଦନା

ମୋଟର ଶକ୍ତି ପରିଚାଳିତ (ଗାଡ଼ି ଆଦି) —Motor.