ମୋଜାଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ - ସମ୍ପାଦନା

ଜଙ୍ଘ ପର୍ଯ୍ୟନ୍ତ ପିନ୍ଧାଯିବା ମୋଜା, ଫୁଲ୍ମୋଜା —Full stockings.

ଦେଶଜ - ଅ (ବ୍ୟଙ୍ଗ) (ଦୁଇ ଜଣ ସଙ୍ଗୀଙ୍କ ପ୍ରତି ବାହାଦୁରୀସୂଚକ ଅବ୍ୟୟ) ସମ୍ପାଦନା

ବାଃରେ ୨ଜଣ —Inrerjection used in irony to a couple of companions.