ମୋଜାଡ଼ି

ଉଚ୍ଚାରଣ

ସମ୍ପାଦନା
  • (file)

ପ୍ରାଦେଶିକ - (ଗଞ୍ଜାମ) ବିଶେଷ୍ୟ -

ସମ୍ପାଦନା

ଜଙ୍ଘ ପର୍ଯ୍ୟନ୍ତ ପିନ୍ଧାଯିବା ମୋଜା, ଫୁଲ୍ମୋଜା —Full stockings.

ଦେଶଜ - ଅ (ବ୍ୟଙ୍ଗ) (ଦୁଇ ଜଣ ସଙ୍ଗୀଙ୍କ ପ୍ରତି ବାହାଦୁରୀସୂଚକ ଅବ୍ୟୟ)

ସମ୍ପାଦନା

ବାଃରେ ୨ଜଣ —Inrerjection used in irony to a couple of companions.