ମେହିଲୀ ରାଣ୍ଡିଆ

ଉଚ୍ଚାରଣ

ସମ୍ପାଦନା

ପ୍ରାଦେଶିକ -(ଗଡ଼ଜାତ)—ବିଶେଷଣ - ପୁଲିଙ୍ଗ -

ସମ୍ପାଦନା

(ପୁରୁଷଙ୍କ ପ୍ରତି ବ୍ୟବହୃତ ଗାଳି)— ଯେଉଁ ବ୍ୟକ୍ତିର ବିବାହର ଅବ୍ୟବହିତ ପରେ ତା ସ୍ତ୍ରୀ ବିଧବା ହୁଏ, ଅର୍ଥାତ ବିବାହିତ ବ୍ୟକ୍ତି ସ୍ୱୟଂ ମରିଯାଏ — (A curse to males) One who will die soon after marriage.