ମେଳେଇବା
ମେଳେଇବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା=== ଦେଶଜ - କ୍ରି.—(ସଂସ୍କୃତ - ମିଳ୍ ଧାତୁ ଣିଜନ୍ତ ମେଳି ଧାତୁ)
- ୧. ମେଳ କରାଇବା; ମିଳାଇବା —୧. To bring about reconciliation.
- ୨. ମିଳନ କରାଇବା —୨. To cause to meet.
- ୩. ବହୁଲୋକଙ୍କ ଷଡ଼ଯନ୍ତ୍ରପୂର୍ବକ ମେଳ କରାଇବା — ୩. To bringabout a conspiracy or mutiny.
- ୪. ଭେଳାଇବା; ବହୁଲୋକଙ୍କୁ ଏକତ୍ର କରାଇବା —୪. To bring together many people; to assemble a crowd.
- ୫. ଦୁଇ ପଦାର୍ଥକୁ ତୁଳନା କରିବା —୫. To compare two thingswith each other.