ମେଲେଇବା
(ସଂସ୍କୃତ - ଉତ୍ ଉପସ୍ୱର୍ଗ+ମିଳ୍ ଧାତୁ; ମେଲିବାର ଣିଜନ୍ତ ରୂପ) — Causative of Melibā.
[ଉ—ବେଗେ ସେ ମଞ୍ଜୁସା ମେଲାଇ, ଚାହାନ୍ତି ଏକ ମୁଖ ହୋଇ ବିଶ୍ୱନାଥ. ବିଚିତ୍ର ରାମାୟଣ]