ମେଲାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

(ସଂସ୍କୃତ - ଉତ୍ ଉପସ୍ୱର୍ଗ+ମିଳ୍ ଧାତୁ; ମେଲିବାର ଣିଜନ୍ତ ରୂପ) — Causative of Melibā.

[ଉ—ବେଗେ ସେ ମଞ୍ଜୁସା ମେଲାଇ, ଚାହାନ୍ତି ଏକ ମୁଖ ହୋଇ ବିଶ୍ୱନାଥ. ବିଚିତ୍ର ରାମାୟଣ]