ମେଣ୍ଢା
ମେଣ୍ଢା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ମେଣ୍ଢୀ—ସ୍ତ୍ରୀ)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମେଢ୍ର; ମେଣ୍ଠ, ମେଠ, ମେଣ୍ଡ, ଭେଡ଼)
ସମ୍ପାଦନା- ୧. ଗାରଡ଼; ମେଷ; ଭେଡ଼ା —୧. A sheep; ovis.
[ଦ୍ରଷ୍ଟବ୍ୟ —ଊର୍ଣ୍ଣା ଓ ମାଂସ ନିମନ୍ତେ ଏମାନେ ପାଳିତ ହୁଅନ୍ତି ଏମାନେ ଦେଶଭେଦରେ ନାନାପ୍ରକାରର ଓ ନାନାବର୍ଣ୍ଣର ଦେଖାଯାନ୍ତି]
- ୨. (ଲକ୍ଷଣାର୍ଥ) ମେଷପରି ନିର୍ବୋଧ ବ୍ୟକ୍ତି —୨. (figurative) A simpleton; stupid person.
(ଉ—ମେଣ୍ଢା ହୋଇ— ଯାଅ ଭେଣ୍ଡାଏ ଦେଖି ବ୍ୟାଖ୍ୟାଚାତୁରୀ ମଧୂସୂଦନ କବିତା)