ମେଖ(ଡ଼ି)

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ମେଖଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. କୌଣସି କାର୍ଯ୍ୟରେ ଉପସ୍ଥିତ ବାଧା ବା ବିଘ୍ନ —୧. Complications; any impediment.
୨. ବିବାଦ; କଳି; କଜିଆ — ୨. Quarrel; dissension.

ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଯେଉଁ ଲୋକ କାର୍ଯ୍ୟରେ ବିଘ୍ନ ପହଞ୍ଚାଏ; ବିଘ୍ନକାରୀ — Causing obstruction or impediment in a work.