ମେଖଡ଼

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା
(ମେଖଡ଼ୀ—ସ୍ତ୍ରୀ) 

ଦେଶଜ - ବିଶେଷ୍ୟ -

ସମ୍ପାଦନା
୧. କୌଣସି କାର୍ଯ୍ୟରେ ଉପସ୍ଥିତ ବାଧା ବା ବିଘ୍ନ —୧. Complications; any impediment.
୨. ବିବାଦ; କଳି; କଜିଆ — ୨. Quarrel; dissension.

ବିଶେଷଣ - ପୁଲିଙ୍ଗ -

ସମ୍ପାଦନା

ଯେଉଁ ଲୋକ କାର୍ଯ୍ୟରେ ବିଘ୍ନ ପହଞ୍ଚାଏ; ବିଘ୍ନକାରୀ — Causing obstruction or impediment in a work.