ମୃତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ମୃ ଧାତୁ=ମରିବା+ଭାବ. ବି) ସମ୍ପାଦନା

ମୃତ୍ୟୁ; ମରଣ — Death.

ଗ୍ରାମ୍ୟ - ବି—(ଅଶୁଦ୍ଧ)—(ସଂସ୍କୃତ - ମୂର୍ତ୍ତି) ସମ୍ପାଦନା

ମୂର୍ତ୍ତି (ଦେଖ) - —Mūtti (See)

[ଦ୍ରଷ୍ଟବ୍ୟ —ଏହି ଶଦ୍ଦର ସାଙ୍କେତିକ ମୁ ଅଟେ ଯଥା—ଆଜି ୫ ମୃତି ବା ୫ ମୁ ବୈଷ୍ଣବଙ୍କର ସେବା କରାଯିବ]