ମୂଳ
ମୂଳ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବି(ମୂଳ ଧାତୁ ଠିଆ ହେବା+କରଣ. ଅ; କିମ୍ୱା ମୂ. ଧାତୁ =ବନ୍ଧନ କରିବା+କର୍ତ୍ତୃ. ଳ)
ସମ୍ପାଦନା- ୧. ଶିଅ; ବୃକ୍ଷାଦିର ଚେର —୧. Root.
- ୨. ଆଳୁ, ସାରୁ, ଅଦା, ପିଆଜ, ବିଲାତି ଆଳୁ, ମୂଳା, ଓଲୁଅ ଆଦି ଖାଦ୍ୟରୂପେ ବ୍ୟବହୃତ ବନ୍ଦ —୨. Edible bulbous roots; esculent roots (i.e. radish, yam, arum, ginger, onion etc).
- ୩. ମୂଳା —୩. Radish.
- ୪. ପ୍ପଳୀ ମୂଳ —୪. The root of long pepper.
- ୫. ପୁଷ୍କର ମୂଳ —୫. The root bulb; Costus Sprcious.
- ୬. ପାହାଡ଼ ଓ ବୃକ୍ଷ ଆଦିର ଭୂମି ସଂଲଗ୍ନ ଅଂଶ —୬. The foot of a tree or mountian.
- ୭. ଆରମ୍ଭ ସ୍ଥାନ; ଉତ୍ପତ୍ତିସ୍ଥାନ — ୭. Place of origin; source.
[ଉ—ଶୋକ କଲା ଲୋକର ଦୁଃଖ ହୁଏ ମୂଳ—କୃଷ୍ଣସିଂହ.ମହାଭାରତ ବନ ]
- ୮. ଆଦିକରଣ; ହେତୁ; ଆଦିମ ହେତୁ — ୮. Root cause; origin; chief cause.
[ଉ— ତୁମ୍ଭେ ଆସିଟି ଧରୁଅଛ ମୋ ପୟର, ଏଣୁ ମୂଳ ହେଲା ମୋହର ମରିବାର—କୃଷ୍ଣସିଂହ. ମହାଭାରତ. ସଭା ]
- ୯. ଆଦ୍ୟ; ଆରମ୍ଭ —୯. Beginning; commencement.
[ଉ—କହ ଚାରୁଶାଳା ମୂଳରୁ ଯେତେକ ଯୁଦ୍ଧଭୂମି ସମାଚାର—ରାଧାନାଥ. ପାର୍ବତୀ ]
- ୧. ଋଣ ବା ବ୍ୟବସାୟ ପୁଞି; ପାଣ୍ଠି; ମୂଳଧନ —୧୦. The capital or principal.
[ଉ—କେ ସହୁ ଏହାର ବିକଳ ଲାଭ ଦେଇ ରଖିବି ମୂଳ—ଜଗନ୍ନାଥ. ଭାଗବତ ]
- ୧୧. ଆଦିଗ୍ରନ୍ଥ, ଯେଉଁ ଗ୍ରନ୍ଥ ଉପରେ ଟୀକାଦି କରାଯାଏ —୧୧. Original text; the context.
- ୧୨. ଗୋଡ଼; ଚରଣ; ପାଦ —୧୨. Foot.
- ୧୩. (ଗଣିତ) ଗୁଣିତ ରାଶିର ପିଣ୍ଡ କରଣୀ; ବର୍ଗମୂଳ; ଘନମୂଳ —୧୩. (Mathematics) The root a number arrived at by self-multiplication (i.e. square root; cube root).
[ଦ୍ରଷ୍ଟବ୍ୟ — (ଗଣିତ) ଯେଉଁ ରାଶିକୁ ସେହି ରାଶି ସଙ୍ଗେ ବାରମ୍ୱାର ଗୁଣିବାଦ୍ୱାରା କୌଣସି ରାଶି ଉତ୍ପନ୍ନ ହୁଏ, ପ୍ରଥମୋକ୍ତ ରାଶିଟି ସେହି ଉତ୍ପାଦିତ ରାଶିର ମୂଳ ଅଟେ ]
- ୧୪. ସ୍ୱନଗର — ୧୪. One's native town.
- ୧୫. ନିକଟ; ନୈକଟ୍ୟ —୧୫. Nearness; contigity; proximity-
[ଉ—ବିଶିଷ୍ଠଙ୍କ ମୂଳରେ ଯେତେକ ତପିଚ୍ଛନ,ତାହାଙ୍କୁ ଯେ ନମସ୍କାର କଲେ ରଘୁରାଣ. ବଳରାମ. ରାମାୟଣ ଅଯୋଧ୍ୟା ]
- ୧୬. ନିକୁଞ୍ଜ —୧୬. Grove;bower
- ୧୭. ନିବାସ ଗୃହ —୧୭. Residence; habitation.
- ୧୮. (ଜ୍ୟୋତିଷ) ମୂଳା ନକ୍ଷତ୍ର; ସତାଇଶ ନକ୍ଷତ୍ର ମଧ୍ୟରୁ ଊନବିଂଶ ନକ୍ଷତ୍ର —୧୮. The ୧୯th constellation in Hindu astronomy.
- ୧୯. ବଂଶପ୍ରବର୍ତ୍ତକ ଆଦି ପୁରୁଷ —୧୯. The original ancestor of a family.
- ୨. ପ୍ଧାନ ବା ଅସଲ ବ୍ୟକ୍ତି ବା ବସ୍ତୁ —୨୦. The chief or essntial or primary thing or person.
[ଉ—
ବିଦ୍ୟାବୁଦ୍ଧି ପ୍ରଭାବ ହୁଏ ନାହିଁ ଭଲ, ସବୁଠାରୁ ମୂଳ ଏକା ଅଟେ କପାଳ କୃଷ୍ଣସିଂହ. ମହାଭାରତ. ଶାନ୍ତି ]
୨୧ : ଅସଲ କଥା —୨୧. Essential matter.
- ୨୨. ନିଶ୍ଚୟତା —୨୨. Certainty.
[ଉ— ବିସୋରିଲେ ଚିତ୍ତୁ ମୂଳଟି ମୋ ମୃତ୍ୟୁ କାହାକୁ ଦୁର୍ଷଣ ଭଞ୍ଜ. ବୈଦେହୀଶବିଳାସ ]
- ୨୩. ଚରଣ (ବିଶ୍ୱକୋଷ) —୨୩. Leg.
- ୨୪. ଶୂରଣ; ଓଲୁଅ (ବିଶ୍ୱକୋଷ) —୨୪. Wild arum.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଅବଶ୍ୟକରଣୀୟ କାର୍ଯ୍ୟ —୧. An act which must be done without fail.
[ଉ— ରାତି ହଗାଟିକି କରିବ ମୂଳ, ବାଟରୁ ଛାଡିବ ତିନି ଆଙ୍ଗୁଳ ଢଗ ]
- ୨. ବେଣ୍ଟ ଥିବା ଶସ୍ତ୍ରର ବେଣ୍ଟ ଓ ଫଲାର ମଧ୍ୟସ୍ଥ ଅଂଶ —୨. The part of a weapon between the blade and the handle.
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ -
ସମ୍ପାଦନା- ୧. ସ୍ୱକୀୟ; ନିଜର —୧. Own.
ଅନୁବାଦ
ସମ୍ପାଦନା- ୨. ବୈଶେଷିକ; ବିଶିଷ୍ଟ —୨. Peculiar.
ଅନୁବାଦ
ସମ୍ପାଦନା- ୩. ନିଶ୍ଚିତ; ସ୍ଥିର —୩. certain; sure.
[ଉ—ମୂଳ ହେଲା ଲଭିବାର, ହୋଇଲା ସ୍ଥାନ ଗୋଚର ଭଞ୍ଜ. କୋଟି— ବ୍ରହ୍ମାଣ୍ଡସୁନ୍ଦରୀ ]
ଅନୁବାଦ
ସମ୍ପାଦନା- ୪. ଆଦିମ; ମୌଳିକ; ଅସଲ — ୪. Original; radical.
- ୫. ପ୍ରଧାନ —୫. Chief; prominent.
ଅନୁବାଦ
ସମ୍ପାଦନା- ୬. ଠିକ୍; ଯଥାର୍ଥ —୬. proper; real; actual.
[ଉ—ଦୁଃଶାସନ ବୋଇଲେ କହ ଯା ମାତୁଳ, ସବୁମାନଙ୍କେ ଅଟଇ ଏ ମୂଳ କୃଷ୍ଣସିଂହ. ମହାଭାରତ. ବନ ]
ଅନୁବାଦ
ସମ୍ପାଦନା- ୭. ପ୍ରଥମ —୭. First.
- ୮. ପ୍ରାଥମିକ —୮. Primary.
ଅନୁବାଦ
ସମ୍ପାଦନା
|
- ୯. ଠିକ୍ ସମାନ —୯. Exactly similar.
[ଉ—ହୋଇ ନ ପାରିଲି ମୂଳ ଯେ, ଯେ ପ୍ରତିଦ୍ୱନ୍ଦ୍ୱରେ ଏତେ ପ୍ରଶଂସିତ, ତହିଁ କି ଅଛି ତୁଲ ଯେ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ
ଅନୁବାଦ
ସମ୍ପାଦନାଦେଶଜ - କ୍ରି.ବିଶେଷଣ -
ସମ୍ପାଦନାନିଶ୍ଚେ; ମୁକର —Certainlyl with out fail.
(ଯଥା—ମୁଁ ମୂଳ ସେଠାକୁ ଯିବି )]