ମୂର୍ଦ୍ଧୁନି
ମୂର୍ଦ୍ଧୁନି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ମୃର୍ଦ୍ଧନ)
ସମ୍ପାଦନା- ୧. ମୁଣ୍ଡ; ମସ୍ତକ — ୧. The head.
[ଦ୍ରଷ୍ଟବ୍ୟ —ନିର୍ଲଜ୍ଜ ଆତ୍ମା ମୋ ଏହା ସେ ଦେଖୁଛି କିପାଁ ନ ଯାଇ ମୁର୍ଦ୍ଧନା ଫାଟି—ପ୍ରତାପ, ଶଶିସେଣା]
- ୨. ପର୍ବତାଦିର ମସ୍ତକ ବା ଅଗ୍ର — ୨. The head or top of a tall thing (i.e. mountain, temple).
[ଉ—ରାମ କର ଧରି କାମିନୀ, ବୁଲନ୍ତି ବେନି ଗୋ, ଚିତ୍ରକୁଟ ଗିରି ମୂର୍ଦ୍ଧନି— ବିଶ୍ୱନାଥ, ବିଚିତ୍ର ରାମାୟଣ]
ମୂର୍ଦ୍ଧୁନି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାମୂର୍ଦ୍ଧୁନି
|
[ମୂର୍ଦ୍ଧ(ର୍ଦ୍ଧୁ)ନିଆ[ଆଁ]—ଅନ୍ୟରୂପ]
ଦେଶଜ - ଅ (ସଂସ୍କୃତ - ମୂର୍ଦ୍ଧନ୍ ଶଦ୍ଦର ୭ମୀ ଏକବଚନ)
ସମ୍ପାଦନାମସ୍ତକରେ — On the head.
[ଉ— ସ୍ୱର୍ଲୋକ କଳ୍ପିତ ମୂର୍ଦ୍ଧନି, ବିଶ୍ୱଦେହେ ବା ବିଶ୍ୱମାନି—ଜଗନ୍ନାଥ, ଭାଗବତ]
ଦେଶଜ - ବିଣ(ସଂସ୍କୃତ - ମୂର୍ଦ୍ଧନ=ମସ୍ତକ, ଯେ ମସ୍ତକର ଯୋଗ୍ୟ)
ସମ୍ପାଦନା- ୧. ଶ୍ରେଷ୍ଠ — ୧. Superior to all.
- ୨. ସର୍ବୋତ୍ତମ — ୨. Best.
[ଉ—କୃଷ୍ଣ ମହିମା ଯହିଁ ଶୁଣି, ସେ ସର୍ବ ବାକ୍ୟରେ ମୂର୍ଦ୍ଧନି—ଭୂପତି. ପ୍ରେମପଞ୍ଚାମୃତ]
ଦେଶଜ - ବିଶେଷ୍ୟ - (ସଂସ୍କୃତ - ମୂର୍ଦ୍ଧନ୍ୟ)
ସମ୍ପାଦନା- ୧. ଜାତିର ବା ସମାଜର ପ୍ରଧାନ ବ୍ୟକ୍ତି; ଜାତିର ସର୍ଦ୍ଦାର ବା ମୁଖିଆ ବ୍ୟକ୍ତି; ପରି— ମାଣିକ — ୧. The head man of a caste.
- ୨. ଘରର କର୍ତ୍ତା — ୨. The head of a household; the kartā of a family.
- ୩. ମସ୍ତକ — ୩. Head.
ପ୍ରାଦେଶିକ - (ସିଂହଭୂମ)ବି
ସମ୍ପାଦନାଚାଳଘରର ମଥାନ; ତୁଳିଆ — The top of a thatched house.