ମୂବଲଗ୍କ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (କଚିରିଆ)—(ଆ, ମୂବଲଗ୍) ସମ୍ପାଦନା

ଟଙ୍କାର ସମଷ୍ଟି —Total of sum of money.

ବିଶେଷଣ - ସମ୍ପାଦନା

ମୋଟରେ —In all amouting to.

କ୍ରି. ବିଶେଷଣ - ସମ୍ପାଦନା

ସର୍ବସୁଦ୍ଧା —Altogether in all.

(ଉ—ଏ ତିନିଗୋଟି ସମ୍ପତ୍ତିକୁ ମୁଁ ଆପଣାଙ୍କ ହସ୍ତରେ ମୂବଲଗ ଟ ୧ରେ ବିକ୍ରି କଲି)