ମୂତ୍ର
ମୂତ୍ର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ମୂତ ଧାତୁ+କର୍ମ ଅ) ସମ୍ପାଦନା
ପ୍ରସ୍ରାବ; ମୂତ; ପରିସ୍ରା —Urine.
[ଦ୍ରଷ୍ଟବ୍ୟ —ଏହା ମଳର ଜଳୀୟ ଅଂଶ; ଭୁକ୍ତ ଦ୍ରବ୍ୟ ପରିପାକ ହେବା ପରେ ତହିଁର ସାରାଂଶ ରକ୍ତ ରୂପେ ରହେ ଓ ସାରହୀନ ଅଂଶ ମଳ ରୂପେ ପ୍ରବାହିତ ହୋଇ ତହିଁରୁ ମୂତ୍ରାଂଶ ମୂତ୍ରନାଳୀଦ୍ୱାରା ମୂତ୍ରାଶୟକୁ ଯାଇ ସେଠାରୁ ପ୍ରସ୍ରାବଦ୍ୱାର ବାଟେ ବାହାରେ]