ମୂତ୍ର
ମୂତ୍ର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ମୂତ ଧାତୁ+କର୍ମ ଅ)
ସମ୍ପାଦନାପ୍ରସ୍ରାବ; ମୂତ; ପରିସ୍ରା —Urine.
[ଦ୍ରଷ୍ଟବ୍ୟ —ଏହା ମଳର ଜଳୀୟ ଅଂଶ; ଭୁକ୍ତ ଦ୍ରବ୍ୟ ପରିପାକ ହେବା ପରେ ତହିଁର ସାରାଂଶ ରକ୍ତ ରୂପେ ରହେ ଓ ସାରହୀନ ଅଂଶ ମଳ ରୂପେ ପ୍ରବାହିତ ହୋଇ ତହିଁରୁ ମୂତ୍ରାଂଶ ମୂତ୍ରନାଳୀଦ୍ୱାରା ମୂତ୍ରାଶୟକୁ ଯାଇ ସେଠାରୁ ପ୍ରସ୍ରାବଦ୍ୱାର ବାଟେ ବାହାରେ]